ଜଣଙ୍କ ଗୁଳିରେ ଅନ୍ୟ ଜଣେ ଯବାନ ଗୁରୁତର

0 111

ମାଲକାନଗିରି,୧୦ା୧(ଏସଏସନିଉଜ) ଜଣେ ଯବାନଙ୍କ ଗୁଳିରେ ଅନ୍ୟ ଜଣେ ଯବାନ ଗୁରୁତର ହୋଇଛନ୍ତି । ଏମ୍‌ଭି-୭୯ BSF କ୍ୟାମ୍ପରେ ବନ୍ଧୁକରୁ ଗୁଳିଫୁଟି ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନ ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ସୁସ୍ଥ ଥିବାରସୂଚନା ମିଳିଛି । ବନ୍ଧୁକରୁ ଗୁଳି କେମିତି ଫୁଟିଲା BSF ତଦନ୍ତ ଆରମ୍ଭ କରିଛିା

Leave A Reply

Your email address will not be published.