ଗଣେଶ ପୂଜା ଟ୍ୱିନସିଟିରେ ମନା

0 347

ଭୁବନେଶ୍ବର ,୧୩/୮ (ଏସ ଏସ ନିୟୁଜ ) କରୋନା ମହାମାରୀକୁ ଦୃଷ୍ଟିରେ ରଖି କଟକ-ଭୁବନେଶ୍ୱରର କୌଣସି ମଣ୍ଡପରେ ଏଥର ଗଣେଷ ପୂଜା ପାଳନ ଉପରେ କଟକଣା ଜାରି କରାଯାଇଥିବା ନେଇ କମିଶନରେଟ ପୁଲିସ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଚଳିତବର୍ଷ ମୁମ୍ବାଇରେ ମଧ୍ୟ ଗଣେଶ ପୂଜା ପାଳନ ହେଉନାହି ।କରୋନା ପାଇ ଧର୍ମୀୟ ସମାବେଶ ଉପରେ କଟକଣା ଥିବାରୁ କମିଶନରେଟ ପୁଲିସ ପକ୍ଷରୁ ଏହି ନିଷ୍ପତି ନିଆଯାଇଥିବା ସହ ଏ ଦୀଗରେ ସମସ୍ତେ ସହଯୋଗ କରିବା ଲାଗି କୁହାଯାଇଛି।

Leave A Reply

Your email address will not be published.