ଗଣେଶ ପୂଜା ଟ୍ୱିନସିଟିରେ ମନା

0
153

ଭୁବନେଶ୍ବର ,୧୩/୮ (ଏସ ଏସ ନିୟୁଜ ) କରୋନା ମହାମାରୀକୁ ଦୃଷ୍ଟିରେ ରଖି କଟକ-ଭୁବନେଶ୍ୱରର କୌଣସି ମଣ୍ଡପରେ ଏଥର ଗଣେଷ ପୂଜା ପାଳନ ଉପରେ କଟକଣା ଜାରି କରାଯାଇଥିବା ନେଇ କମିଶନରେଟ ପୁଲିସ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଚଳିତବର୍ଷ ମୁମ୍ବାଇରେ ମଧ୍ୟ ଗଣେଶ ପୂଜା ପାଳନ ହେଉନାହି ।କରୋନା ପାଇ ଧର୍ମୀୟ ସମାବେଶ ଉପରେ କଟକଣା ଥିବାରୁ କମିଶନରେଟ ପୁଲିସ ପକ୍ଷରୁ ଏହି ନିଷ୍ପତି ନିଆଯାଇଥିବା ସହ ଏ ଦୀଗରେ ସମସ୍ତେ ସହଯୋଗ କରିବା ଲାଗି କୁହାଯାଇଛି।

LEAVE A REPLY

Please enter your comment!
Please enter your name here