ଜନ୍ମଦେଲା ମଣିପୁର ହରିଣ

0 198

ବାରଙ୍ଗ୨୦/୧୦(ଏସ ଏସ ନିୟୁଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ମଙ୍ଗଳବାର ସକାଳେ ମାଇ ମଣିପୁର ହରିଣଟି ଏକ ଶାବକ ଜନ୍ମ ଦେଇଛନ୍ତି।ଉଭୟ ମା ଓ ଶାବକ ସୁସ୍ଥ ଥିବା ଜଣାପଡିଛି।ବର୍ତ୍ତମାନ ପ୍ରାଣୀ ଉଦ୍ୟାନରେ ଏହି ପ୍ରଜାତିର ହରିଣଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.