ଭୁବନେଶ୍ୱର,୭ା୧(ଏସଏସନିଉଜ)ଜାନୁଆରୀ୨୮ରୁ ଖଣ୍ଡଗିରି ମେଳା ଆରମ୍ଭ ହୋଇ ଫେବ୍ରୁଆରୀ ୧୦ ଯାଏଁ ଚାଲିବାଜାନୁଆରୀ୩୦ରୁ ଫେବ୍ରୁଆରୀ୧୦ ପର୍ୟ୍ୟନ୍ତ ଯାତ୍ରା ପାଇଁ ଅନୁମତି ମିଳିଥିବାବେଳେ ଗୋଟିଏ ଦିନରେ ସର୍ବାଧିକ ୫ଟି ଯାତ୍ରାପାର୍ଟିକୁ ପ୍ରଦର୍ଶନ କରିବାପାଇଁ ଅନୁମତି ଦିଆଯାଇଥିବାର ଜଣାପଡିଛି ।

Prev Post
Next Post