ଜାରି ହେଲା ଗାଇଡ଼ଲାଇନ

0 297

ବାରଙ୍ଗ,୧୭/୭(ଏସଏସନିୟୁଜ) ୨୦୨୧-୨୨ ମସିହା ପାଇଁ ଟଏଉର ନୂଆ ଗାଇଡଲାଇନ ଜାରି କରିଛି । ଜୁଲାଇ ୩୧ ପୂର୍ବରୁ ସମସ୍ତ ଯୁକ୍ତ ଦୁଇ ଫଳାଫଳ ବାହାର କରିବା ସହ ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ଶେଷବର୍ଷ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ୱର ୩୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ସାରିବାସହ ଅକ୍ଟୋବର ୩୧ ସୁଦ୍ଧା ବଳକା ସିଟ୍ ପାଇଁ ନାମଲେଖା ଶେଷ କରିବାକୁ ଓ ଅକ୍ଟୋବର ପହିଲାରୁ ପାଠପଢା ପାଇଁ ସବୁ ବିଶ୍ୱବିଦ୍ୟାଳୟ ଓ କଲେଜ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି ।

 

 

Leave A Reply

Your email address will not be published.