ଜଟଣୀ ବିଧାୟକ ସମବେଦନା ଜଣାଇଲେ

0 251

ଜଟଣୀ,୪।୧୧(ଏସ୍‌ଏସ୍‌ନିୟୁଜ ) ଖ୍ୟାତାନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁମିଶ୍ର ଙ୍କ  ଜଟଣୀ ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି। ଖବର ପାଇ ସିନେ କଳାକାରଙ୍କ ଠାରୁ ଆରମ୍ଭ କରି ରାଜନୈତିକ ବ୍ୟକ୍ତିମାନେ ପହଁଚି ଶେଷ ଦର୍ଶନ କରିଥିଲେ। ଜଟଣୀ ବିଧାୟକ ସୁରେଶ୍ କୁମାର ରାଉତରାୟ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ କାର୍ଯ୍ୟ ରେ ବ୍ୟସ୍ତ ଥିବାରୁ ସ୍ଵର୍ଗତ  ମିଶ୍ର ଙ୍କ ର ଶେଷ ଦର୍ଶନ କରିପାରି ନଥିଲେ। ଆଜି ମିଶ୍ରଙ୍କ ବାସ ଭବନ ରେ ପହଁଚି ଦୁଃଖ ପ୍ରକାଶ କରିବା ସହିତ ରାଜୁ ବାବୁଙ୍କ ପରିବାର କୁ ସମବେଦନା ଜଣାଇ ଛନ୍ତି  ବିଧାୟକ ସୁରେଶ୍ କୁମାର ରାରାଉତରାୟ।

Leave A Reply

Your email address will not be published.