ଜୟଦେବଶିକ୍ଷାକେନ୍ଦ୍ରରେ ସାଧାରଣତନ୍ତ୍ର ଦିବସ ସମାରୋହ

ଚନ୍ଦ୍ରଶେଖରପୁର,୨୬ା୧(ଏସଏସନିଉଜ)ଶ୍ରୀଜୟଦେବ  ଶିକ୍ଷାକେନ୍ଦ୍ରରେ   ସରସ୍ବତୀଙ୍କ ପୂଜା ଉତ୍ସବ  ଓ ୭୪ତମସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଶିକ୍ଷାକେନ୍ଦ୍ରର ସଭାପତି  ଅନ୍ନପୂର୍ଣ୍ଣା ମିଶ୍ର ଜାତୀୟ ପତାକାଉତ୍ତୋଳନ  କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣପୁର ପଞ୍ଚାୟତ ସମିତିସଭ୍ୟ ଭୁବନମୋହନ ଦାସ  ଅତିଥିରୂପେ ଯୋଗଦେଇ ଥିବାବେଳେ ସମ୍ପାଦକ  ତଥା ପ୍ରଧାନ ଆଚାର୍ଯ୍ୟ ପ୍ରଦୀପକୁମାରପାଣି  ସ୍ବାଗତ  ଭାଷଣ  ଦେଇଥିଲେ ।ଇଣ୍ଟରନେସନାଲ  ସ୍କୁଲର ଅଧକ୍ଷା ମନପଲ୍ଲି ବାଣୀ ଧନ୍ୟବାଦ  ଅର୍ପଣ  କରିଥିଲେ ।

 

- Advertisement -

Leave A Reply

Your email address will not be published.