ପରେଡବେଳେ ଅସୁସ୍ତ ହୋଇପଡିଲେ ଛାତ୍ରୀ

0 153

ଦଶପଲ୍ଲା,୨୬।୧(ଏସଏସ ନିଉଜ) ପରେଡରେ ଅଂଶ ଗ୍ରହଣ କରୁଥିବା ଜଣେ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ଅସୁସ୍ଥ ଛାତ୍ରୀଙ୍କୁ ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଗାନ୍ଧି ମଇଦାନରେ ବ୍ଲକ ସ୍ତରୀୟ ପରେଡରେ ଭାଗ ନେଇଥିଲେ ଛାତ୍ରୀ।

Leave A Reply

Your email address will not be published.