୩ ମାଓବାଦୀଙ୍କ ଆତ୍ମସମର୍ପଣ

0 106

ମାଲକାନଗିରି,୨୬।୧(ଏସଏସ ନିଉଜ)୩ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତୁଳସୀ ମାଲୁପଦର ଦଳମ୍‌ର ୩ ସଦସ୍ୟ ଆତ୍ମସମର୍ପଣ କଲେ। ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଂଜୀବ ପଣ୍ଡାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।ଗୁଇନ୍ଦା ନିର୍ଦ୍ଦେଶକ ସ୍ୱାଭିମାନ ଅଞ୍ଚଳ ଗସ୍ତରେ ଥିବା ଅବସରରେ ଆତ୍ମସମର୍ପଣ କରିଛନ୍ତି। ୩ ମାଓବାଦୀଙ୍କ ମଧ୍ୟରୁ ଜଣେ ମହିଳା ମାଓବାଦୀ ଥିବା ସୂଚନାମିଳିଛି। ୩ ମାଓବାଦୀଙ୍କୁ ଧରାଇ ଦେଲେ ମୁଣ୍ଡ ପିଛା ଲକ୍ଷେ ଟଙ୍କା ଘୋଷଣା ହୋଇଥିଲା।

Leave A Reply

Your email address will not be published.