ଜିପ୍ଓଲଟି ୨ ବନକର୍ମଚାରୀ ଗୁରୁତର

0 288

ବାରିପଦା,୨/୭(ଏସ ଏସ ନିଉଜ) ବନବିଭାଗର ପାଟ୍ରୋଲିଂ ଜିପ୍ ଓଲଟି ୨ଜଣ ଗୁରୁତର ଆହତ ହୋଇଛନ୍ତି ।ବେତନଟୀ ରେଞ୍ଜ୍ ମଶିଣାକାଟି ନିକଟରେ ଭାରସାମ୍ୟ ହରାଇ ଜିପ୍ ଟି ଓଲଟି ପଡିଥିଲା ।ହାତୀ ଅନୁଧ୍ୟାନ ପାଇଁ ୬ଜଣ କର୍ମଚାରୀ ଯାଇଥିବା ବେଳେ ଦୁର୍ଘଟଣା ଘଟିଥିଲା ।୨ ଗୁରୁତର ବନ କର୍ମଚାରୀ ପିଆର୍‌ଏମ୍ ମେଡିକାଲରେ ଭର୍ତ୍ତି ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.