ଝାଡାବାନ୍ତିରେ ଆକ୍ରାନ୍ତ ୩୫ ପିଲା

0 304

ରାୟଗଡ଼ା, ୮/୭(ଏସଏସନିଉଜ) ଦଣ୍ଡାପଡା କେବିକେ ହଷ୍ଟେଲରେ ଅଖାଦ୍ୟ ଖାଇ ୩୫ ଜଣ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି । ଗତକାଲି ରାତିରେ ପିଲାମାନେ ରାତ୍ରିଭୋଜନ ସାରି ଶୋଇଥିବା ବେଳେ ଆଜି ସକାଳେ ପିଲାମାନଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଆମ୍ବୁଲାନ୍ସରେ ପିଲାମାନଙ୍କୁ ବିଷମ କଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇ ଛାତ୍ରଙ୍କ ଚିକିତ୍ସା ଆରମ୍ଭ ହୋଇଛି

Leave A Reply

Your email address will not be published.