ଜିଲ୍ଲାପାଳ ଅଫିସ ଘେରିଲା କଂଗ୍ରେସ

0 117

ବଲାଙ୍ଗିର,୧୮।୧(ଏସଏସନିଉଜ) କଂଗ୍ରେସପକ୍ଷରୁ ଜିଲ୍ଲାପାଳ ଅଫିସ ଘେରାଉ କରାଯାଇଛି। କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଏହି ଘେରାଉ କରାଯାଇଛି। ଗତ ୧୨ରେ ଜିଲ୍ଲାପାଳ-ବିଧାୟକ ପାଟିତୁଣ୍ଡ ଘଟଣାରେ ଆନ୍ଦୋଳନ ହେଉଛି। ବିଜୁ କେବିକେ ପାଣ୍ଠିକୁ ଜିଲ୍ଲାପାଳ ଅନ୍ୟତ୍ର ବିନିଯୋଗ ନେଇ ବଚସା ହୋଇଥିଲା।

 

Leave A Reply

Your email address will not be published.