ଜୁଆରରେ ବଙ୍କାହେଲା ସ୍ଲୁଇସଗେଟ

0 136

ବାଲେଶ୍ବର , ୨୨ା୩(ଏସଏସନିଉଜ)ଜୁଆର ପ୍ରଭାବରେ ବଙ୍କା ହେଲା ବିଟ୍ରିଶ ଅମଳର ସ୍ଲୁଇସଗେଟାବାଲେଶ୍ବର ସୁବଣ୍ଣରେଖା ନଦୀର ଭୋଗରାଇରେ ଅଘଟଣ ଘଟିଛି ।ଯାହାଫଳରେ ହେକ୍ଟରହେକ୍ଟର ଚାଷଜମିରେ ପଶିଲା ଲୁଣାପାଣି ।ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛି ଜଳସମ୍ପଦବିଭାଗ ।ଆଶଙ୍କାଦୃଷ୍ଟିରୁ ବାଲିବସ୍ତା ମହଜୁଦ ରଖାଯାଇଛି ।

Leave A Reply

Your email address will not be published.