ପୁଣି ଦୋହଲିଲା ଦିଲ୍ଲୀ !

0 167

ଭୁବନେଶ୍ୱର,୨୨ା୩(ଏସଏସନିଉଜ) ଭୂମିକମ୍ପରେ ପୁଣି ଦୋହଲିଲା ଦିଲ୍ଲୀ। ଅପରାହ୍‌ଣ ୪ଟା ୪୨ରେ କିଛି ସମୟ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୭ଥିଲା ।

Leave A Reply

Your email address will not be published.