ଜୁଲାଇ ୨୦ରୁ JEE ମେନ୍

0 262

ଭୁବନେଶ୍ୱର,୬/୭(ଏସଏସନିୟଜ) JEE ମେନ୍ ପରୀକ୍ଷା ତାରିଖ ଆଜି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶ ।ଜୁଲାଇ ୨୦ରୁ ୨୫ ତାରିଖ ମଧ୍ୟରେ ଜେଇଇ ମେନ୍ ସେସନ୍-୩ ଓ ଜୁଲାଇ ୨୭ରୁ ଅଗଷ୍ଟ ୨ ମଧ୍ୟରେ ମେସନ୍-୪ ପରୀକ୍ଷା ହେବ । ତୃତୀୟ ସେସନ୍ ପାଇଁ ଆବେଦନ ଜୁଲାଇ ୬ରୁ ଜୁଲାଇ ୮ ତାରିଖ ଓ ଚତୁର୍ଥ ସେସନ୍ ପାଇଁ ଜୁଲାଇ ୯ରୁ ୧୨ ତାରିଖ ଭିତରେ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବା ସହ ରେଜିଷ୍ଟ୍ରେସନ୍ ସମୟରେ ନିଜ ପସନ୍ଦର ପରୀକ୍ଷା କେନ୍ଦ୍ର ମଧ୍ୟ ବଦଳାଇ ପାରିବେ ।
ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.