କ୍ରେନ୍ ରୁ ଜବତ ହେଲା ଗଞେଇ

0 170

ଚିତ୍ରକୋଣ୍ଡା, ୬/୭(ଏସଏସନିୟୁଜ) କ୍ରେନ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ୨୫୦ କେଜି ୫୦୦ ଗ୍ରାମ ଚୋରା ଗଞ୍ଜେଇ ଜବତ କରିଛି ଚିତ୍ରକୋଣ୍ଡା ପୁଲିସ। ଗତକାଲି ରାତିରେ ପାପୁଲୁର ବାଲିମେଳା ରାସ୍ତାର ଚିତ୍ରକୋଣ୍ଡା କଂକ୍ରିଟ ଡ୍ୟାମ ଠାରେ ପୋଲିସ ଗାଡ଼ିଗୁଡ଼ିକୁ ଯାଞ୍ଚ କରୁଥିଲା ।ଏହି ସମୟରେ ଏଚ୍ ଆର ୫୫ ଡବ୍ଲୁ ୪୨୩୨ ନଂ ବିଶିଷ୍ଟ ଏହି କ୍ରେନଟି ଆସୁଥରାବବେଳେ ପୋଲିସକୁ ଦେଖି ଗାଡିଛାଡି ପଳାଇଯାଇଥିଲା ଡ୍ରାଇଭର ।ଏହାପରେ ଗାଡିକୁ ଯାଂଚ କରିବାପରେ ଗାଡ଼ି ତଳେ ଥିବା ଡ୍ର ରେ ପ୍ରାୟ୨୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ଗଞେଇ ଭର୍ତି ୧୦ଟି ପ୍ୟାକେଟକୁ ଜବତ କରିଥିଲା ପୋଲିସ ।

Leave A Reply

Your email address will not be published.