ବ୍ଲାକ୍ ଫଙ୍ଗସ୍ ରେ ଗଲାଣି ୧୮ଜଣଙ୍କ ଜୀବନ

0 177

ଭୁବନେଶ୍ୱର,୬/୭(ଏସଏସନିୟୁଜ) ମହାମାରୀ କରୋନା ପରେ ଚିନ୍ତା ବଢାଉଛି ବ୍ଲାକ ଫଙ୍ଗସ । ବ୍ଲାକ ଫଙ୍ଗସରେ ୧୮ ଜଣଙ୍କ ଜୀବନ ଗଲାଣି ।ରାଜ୍ୟରେ ୧୨୯ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୨ଜଣ ବ୍ଲାକ ଫଙ୍ଗସରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସର୍ବାଧିକ ଏମ୍ସରେ ବ୍ଲାକ ଫଙ୍ଗସ୍ ରୋଗୀ ଚିକିତ୍ସିତ ହେଉଛନ୍ତି ବୋଲି ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ।

Leave A Reply

Your email address will not be published.