ବରିଷ୍ଠ ନାଗରିକଙ୍କୁ ସ୍ବତନ୍ତ୍ର ଟିକା ବ୍ୟବସ୍ଥା

0 205

କଟକ୬/୭(ଏସଏସନିୟୁଜ)ସିଏମସି ପକ୍ଷରୁ ଦିବ୍ୟାଙ୍ଗ ବ୍ୟକ୍ତି ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଟିକା ଓ ଟେଷ୍ଟିଂ ବ୍ୟବସ୍ଥା ଆରମ୍ଭ କରିଛି ସିଏମସି । ଦିବ୍ୟାଙ୍ଗ ଓ ୭୦ ବର୍ଷରୁ ଅଧିକ ବୟସ୍କ ଙ୍କୁ ଟିକାକରଣ କେନ୍ଦ୍ରକୁ ଆଣି ଟିକା ଦେବାର ବ୍ୟବସ୍ଥା ପୁଣି ଆରମ୍ଭ କରାଯାଇଛି।ଏହାସହ ଘରେ ମଧ୍ୟ କୋଭିଡ ପରୀକ୍ଷା ମଧ୍ୟ କରାଯିବ ବୋଲି କୁହାଯାଇଛି । କୋଭିଡ୍ ଟିକା ପାଇଁ ୯୭୭୭୦୬୭୨୯୭ ଓ କରୋନା ପରୀକ୍ଷା ପାଇଁ ୭୨୦୫୩୩୭୨୧୭ ନମ୍ବରକୁ ଦିବ୍ୟାଙ୍ଗ ବ୍ୟକ୍ତି ଓ ୭୦ ବର୍ଷରୁ ଅଧିକ ବୟସ୍କ କଲ୍ କଲେ ସିଏମ୍‌ସିର ଗାଡ଼ି ସେମାନଙ୍କୁ ଟିକା କେନ୍ଦ୍ରକୁ ଆଣି ‌ଟିକା ଦେଇ ପୁଣି ତାଙ୍କ ଘରେ ନେଇ ଛାଡ଼ିବ।ଏହାସହ ଏହି ନମ୍ବରରେ ଫୋନ କରି ନାମ ପଞ୍ଜିକରଣ କରାଯାଇପାରିବ ।

Leave A Reply

Your email address will not be published.