ଜ୍ୱାଇଁର ଛୁରାମାଡ଼ରେ ଚାଲିଗଲା ଶଶୁର ଜୀବନ

0 178

କନ୍ଧମାଳ,୧୮।୧(ଏସଏସନିଉଜ)ବାଲିଗୁଡାଥାନା ଅନ୍ତର୍ଗତ ଗୁଳିମରାସାହିରେ ଜ୍ୱାଇଁର ଛୁରାମାଡ଼ରେ ଶଶୁର ଟୁନା ପ୍ରଧାନଙ୍କ ଜୀବନ ଚାଲିଯାଇଛି |ଆଜିସନ୍ଧ୍ୟାରେ କୌଣସିକାରଣରୁ ଜ୍ୱାଇଁଶ୍ୱଶୁରଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇ ଉଗ୍ରରୂପ ନେବାରୁ ସିମାଞ୍ଚଳ ଏକ ଧାରୁଆଛୁରୀରେ ଶ୍ୱଶୁରଙ୍କୁ ଆକ୍ରମଣ କରିଥିଲେ। ରକ୍ତଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସ୍ଥାନୀୟଲୋକେ ଉଦ୍ଧାରକରି ବାଲିଗୁଡା ଉପଖଣ୍ଡଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ସେଠାରେ ତାଙ୍କର ମୃତ୍ୟୁହୋଇଛି। ଖବର ପିଏଏଆଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବାସହ ଅଭିଯୁକ୍ତ ଜ୍ୱାଇଁକୁ ଅଟକରଖି ପଚରାଉଚୁରା କରୁଛି।

Leave A Reply

Your email address will not be published.