କାଜୁ ଜଙ୍ଗଲରେ ପୋଚ ନଷ୍ଟ କଲା ପୋଲିସ

0 161

ବେଗୁନିଆ, ୨୪/୬(ଏସଏସନିୟୁଜ) ବେଗୁନିଆ ଥାନା ଅନ୍ତର୍ଗତ ଏକଡାଳିଆ କାଜୁ ଜଙ୍ଗଲରେ ପୋଲିସ ଚଢାଉକରି ୮ ଶହ ଲିଟର ପୋଚ ନଷ୍ଟ କରିବାସହ ୫ ଲିଟର ଦେଶୀ ମଦ ଜବତ କରିଛନ୍ତି ମଦ ପ୍ରସ୍ତୁତ ଚାଲିଥିବାର କୈାଣସିସୁତ୍ରରୁ ଖବରପାଇ ବେଗୁନିଆ ଥାନା ଏବଂ ଧଳାପଥର ଫାଣ୍ଡି ପୋଲିସ ମିଳିତଭାବେ ଚଢାଉକରିଥିଲେ । ତେବେ ମଦ ପ୍ରସ୍ତୁତକାରୀମାନେ କୈାଶଳକ୍ରମେ ଫେରାର ହୋଇଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.