ରାଷ୍ଟ୍ରପତି ଟ୍ରେନରେ ଯିବେ କାନପୁର

0 179

ଭୁବନେଶ୍ୱର,୨୪/୬(ଏସଏସନିୟୁଜ) ମହାମହିମ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ଟ୍ରେନରେ କାନପୁର ଯାତ୍ରା କରିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦନିଜ ଜନ୍ମ ସ୍ଥାନ ଉତ୍ତରପ୍ରଦେଶ ଯିବାପାଇଁ ଦିଲ୍ଲୀରୁ ପ୍ରେସିଡେନ୍ସିଆଲ୍ ଟ୍ରେନ୍ ଯୋଗେ ଦୁଇ ଦିନିଆ ଗ୍ରସ୍ଥରେ ଯିବେ ।ଏଥିରେ ଦୁଇଟି ସ୍ପେଶାଲ ବଗି ଲଗାଯାଇଛି । ଏଥିପାଇଁ ଟ୍ରେନରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ତଥା ଏନଏସଜି କମାଣ୍ଡୋଙ୍କ ସୁରକ୍ଷା ସହ ରେଲୱେ ଲାଇନର ଉଭୟ କଡରେ ପୋଲିସର କଡା ପହରାରେ ସାଢେ୫ ଘଣ୍ଟାର ଏହି ଯାତ୍ରା କରିବେ । ଆସନ୍ତାକାଲି ଦିନ ୧ଟା ୩୦ ମିନିଟରେ ଏହି ଟ୍ରେନଟି ଦିଲ୍ଲୀରୁ ଛାଡିବାସହ ସନ୍ଧ୍ୟା ୭ଟା ରେ କାନପୁରରେ ପହଞ୍ଚିବ ବୋଲି ଜଣାପଡଛି ।

Leave A Reply

Your email address will not be published.