କକାର ଆକ୍ରମଣରେ ଚାଲିଗଲା ପୁତୁରାର ଜୀବନ

ବଲାଙ୍ଗିର,୫ା୨(ଏସଏସନିଉଜ) ଅଏଁଲାପାଲୀଗାଁରେ ପୂର୍ବଶତ୍ରୁତାକୁ ନେଇ ସମ୍ପର୍କୀୟକକାର ଆକ୍ରମଣରେ ଗୁରୁତରଥିବା ପୁତୁରାର ମୃତ୍ୟୁ ଘଟିଛି । ବୁର୍ଲାରେ ଚିକିତ୍ସାଧୀନଅବସ୍ଥାରେ ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।ଘଟଣାପରେ ଅଭିଯୁକ୍ତ ଫେରାର୍ ରହିଥିବାବେଳେ ପୁଇଁତଳାପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

- Advertisement -

Leave A Reply

Your email address will not be published.