ଭୁବନେଶ୍ୱର,୫ା୨(ଏସଏସନିଉଜ)ପରଲୋକରେ ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁସାରଫ । ଦୁବାଇରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନର ଅସୁସ୍ଥତାପରେ ଶେଷନିଶ୍ୱାସ ତ୍ୟାଗକରିଛନ୍ତି ମୁସାରଫ । ଏନେଇ ପାକିସ୍ତାନ ଗଣମାଧ୍ୟମପକ୍ଷରୁ ସୂଚନାମିଳିଛି । ପାକିସ୍ତାନଗଣମାଧ୍ୟମରେ ତାଙ୍କର ଦେହାନ୍ତନେଇ ଖବର ପ୍ରସାରଣହୋଇଛି । ଦୁବାଇର ଆମେରିକାନହସ୍ପିଟାଲରେ ମୁସାରଫ ଆଖିବୁଜିଛନ୍ତି । ତାଙ୍କସମୟରେ ୧୯୯୯ କାର୍ଗିଲଯୁଦ୍ଧ ହୋଇଥିଲା ।
