କଲରାପତରିଆ ବାଘଛାଲ ଜବତ: ଦୁଇ ଗିରଫ

0 160

ଦେବଗଡ଼, ୧୧/୧୧(ଏସଏସନିୟୁଜ) ଦେବଗଡ଼ବନବିଭାଗ ପଳସମା ଫରେଷ୍ଟ ସେକ୍ସନ ଅଂଚଳରୁ ବାଘଛାଲ ଜବତ କରିବା ସହ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପଳସମା ପଞ୍ଚାୟତ କୁଶଖଳିଆ ଗ୍ରାମର ପ୍ରହଲ୍ଲାଦ ପରିଡ଼ା ଓ ରିଆମାଳ ଥାନା ଅନ୍ତର୍ଗତ ଲୁଲଙ୍ଗ ପଞ୍ଚାୟତ ସିମିଳିହତା ଗ୍ରାମର ପାଣ୍ଡବ ପ୍ରଧାନ ଙ୍କୁ ଗିରଫ କରିଛି ।ବିଶେଷସୁତ୍ରୁ ଖବରପାଇ ବନବିଭାଗ କର୍ମଚାରୀମାନେ ବ୍ରାହ୍ମଣୀପାଲି ଗାଁ ନିକଟ ଜଙ୍ଗଲ ମଧ୍ୟରେ ଚଢଉ କରି ବାଘଛାଲ ବିକ୍ରି ପାଇଁ ମୂଲଚାଲ ଚାଲିଥିବାବେଳେ କଲରାପଡତରିଆ ବାଘ ଛାଲ ଜବତ କରିବା ସହ ପ୍ରହଲ୍ଲାଦକୁ ଗିରଫ କରିଥିଲେ ।କୈାଶଳକ୍ରମେ ପାଣ୍ଡବ ଫେରାର ହୋଇଯାଇଥିବାବେଳ ତାଘରୁ ରାତିରେ ପାଣ୍ଡବଙ୍କୁ ଗିରଫ କରିଥିଲେ ।

Leave A Reply

Your email address will not be published.