କନ୍ୟାଯାତ୍ରୀଙ୍କ ଉପରେ ମାଡ଼ିଗଲା ସ୍କର୍ପିଓ

0 191

ବ୍ରହ୍ମପୁର,୧୫ା୨(ଏସଏସନିଉଜ)କନ୍ୟାଯାତ୍ରୀଙ୍କ ଉପରେ ମାଡ଼ିଯାଇଛି ସ୍କର୍ପିଓା ଏହାଫଳରେ ୩ଜଣଙ୍କର ମୃତ୍ୟୁହୋଇଥିବାବେଳେ ଓ ୧୨ଜଣ ଆହତ ହୋଇଛନ୍ତି। ଗୋପାଳପୁରଥାନା ମାଣ୍ଡିଆପଲ୍ଲୀଗାଁରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାପରେ ସମସ୍ତ ଆହତ ଗକଉଏରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତାହତ ଲାଞ୍ଜିପଲ୍ଲୀ କେଶବନଗର ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.