ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0 165

ଢେଙ୍କାନାଳ,୧୫ା୨(ଏସଏସନିଉଜ) ଜଣେ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଢେଙ୍କାନାଳ ରିଜର୍ଭ ଲାଇନ ପୋଲିସ କ୍ବାର୍ଟରରୁ ଉଦ୍ଧାର ହୋଇଛି ।ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।ତେବେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.