କାଶକାରାଶ୍ରମ ସମ୍ମୁଖରେ ଦୁର୍ଘଟଣା

0 168

ମେଣ୍ଢାଶାଳ, ୧୭ା୫ (ଏସଏସନିଉଜ)ମେଣ୍ଢାଶାଳ ଫାଣ୍ଡିଅଧିନସ୍ଥ ମୁକ୍ତାକାଶ କାରାଶ୍ରମ ସମ୍ମୁଖରେ ଦୁର୍ଘଟଣା ଘଟି ବୁଧବାରଦିନ ମଦନପୁରଗାଁର ମଂଟୁନାୟକ ନାମକ ବ୍ୟକ୍ତି ଗୁରୁତରଆହତ ହୋଇଛନ୍ତି ।ମଂଟୁ ମେଣ୍ଢାଶାଳ ପଟରୁ ବାଇକ ଯୋଗେ ଆସୁଥିବାବେଳେ ପଛପଟରୁ ଏକ ଟାଟାଏସି ଗାଡିଆସି ତାଙ୍କୁ ଧକ୍କାଦେଇଥିଲା ଫଳରେ ସେ ବାଇକରୁ ଛିଟିକି ଘୁଷୁଡି ପଡିଥିଲେ ।ଖବରପାଇ ମେଣ୍ଢାଶାଳ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ଦୁର୍ଘଟଣାଗ୍ରାସ୍ଥ ଗାଡିଦୁଇଟିକୁ ଜବତକରିବା ସହ ଆହତଙ୍କୁ ଚିକିସ୍‌ାପାଇଁ ଡାକ୍ତରଖାନାକୁ ପଠାଇଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.