କଟକ ଫେରିଲା କ୍ରାଇମବ୍ରାଞ୍ଚ

0 605

କଟକ,୨୨/୮(ଏସଏସନିୟୁଜ) ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଶନିବାର ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି କଟକ ଫେରିଛି କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍ । ପ୍ରଥମ ପର୍ଯ୍ୟାୟ ରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଡ଼ିଏଫଓଙ୍କ ସମେତ ୧୪ ଜଣଙ୍କୁ ଜେରା କରାଯାଇଛି ।ଏହାପରେ ହେବାକୁ ଥିବା ପରବର୍ତ୍ତୀ ତଦନ୍ତରେ ସୌମ୍ୟ ଓ ବିଦ୍ୟାଭାରତୀଙ୍କ ପରିବାର ଲୋକଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.