କଟାମୁଣ୍ଡ ପଛର କାରଣ କଣ

0 50

ଯାଜପୁର,୧୪ା୧(ଏସଏସନିଉଜ)ଆଜି ଯାଜପୁରରୋଡ୍ ପୁଲିସ ଜଣଙ୍କ ବାଡିରେ ପଡିଥିବା ଜଣେଶିଶୁର କଟାମୁଣ୍ଡକୁ ଉଦ୍ଧାର କରିଛି ।ତେବେ ଶିଶୁଟିକୁ ବଳିପକାଇଦେବାପରେ କଟାମୁଣ୍ଡକୁ ପକାଇ ଦେଇଥିବାର ଗ୍ରାମବାସୀମାନେ ଆଶଙ୍କା କରୁଛନ୍ତି । ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁର ଜଣଙ୍କ ବାଡିରେ ଏକ ଶିଶୁର କଟାମୁଣ୍ଡ ପଡିଥିବାର ଗତକାଲି ବିଳମ୍ବିତ ରାତିରେ ଦେଖିବାକୁ ମିଳିଥିଲା ।ତେବେ ପୋଲିସ କଟାମୁଣଦଡକୁ ଜବତ କରି ତଦନ୍ତଆରମ୍ଭ କରିଥିବାବେଳେ ଶିଶୁଟିର ଅଦ୍ୟାବଧି ପରିଚୟ ମିଳିପାରିନଥିବାର ଜଣାପଡିଛି ।

Leave A Reply

Your email address will not be published.