କେବେ ଖୋଲିବ ସ୍କୁଲ?

0 369

ଭୁବନେଶ୍ୱର, ୨୮/୪(ଏସଏସନିଉଜ)ଏବେବି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।ଏଥିପାଇଁ ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ସ୍କୁଲ ଓ କଲେଜଗୁଡିକକୁ ବନ୍ଦ ରଖାଯାଇଛି । ଏପ୍ରିଲ ୩୦ ତାରିଖ ଯାଏଁ ସ୍କୁଲ ଛୁଟି ରହିଛି ।ତେବେ କେବେ ଖୋଲିବ ସ୍କୁଲ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।ସେ କହିଛନ୍ତି ଯେ, ଆସନ୍ତେ ୧ କିମ୍ବା ୨ ତାରିଖ ବେଳକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.