କେନ୍ଦ୍ରମନ୍ତ୍ରୀ ଲୋକାର୍ପଣ କରିବେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

0 140

ଭୁବନେଶ୍ୱର,୭/୬(ଏସ ଏସ ନିୟୁଜ) ଆଜି ଅପରାହ୍‌ଣ ୪ଟାରେ VCଜରିଆରେ ଢେଙ୍କାନାଳ ଖଡ଼ଗପ୍ରସାଦରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟାଟା ଷ୍ଟିଲ,ଭୂଷଣ ଷ୍ଟିଲ ଦ୍ବାରା ହସ୍ପିଟାଲକୁ ବିକଶିତ କରାଯାଇଛି। ହସ୍ପିଟାଲରେ ୯୦ଟି ସାଧାରଣ ଶଯ୍ୟା ଓ ୧୦ଟି ଆଇସିୟୁ ବେଡ୍ ରହିଛି ।

Leave A Reply

Your email address will not be published.