ଦ୍ୱାଦଶ ମାର୍କ ଅପଲୋଡ ପାଇଁ ଆସିଲା ନିର୍ଦ୍ଦେଶ

0 156

ଭୁବନେଶ୍ୱର୭/୬(ଏସଏସନିୟୁଜ) ସିବିଏସଇ ପକ୍ଷରୁ ଦ୍ୱାଦଶ ମାର୍କ ଅପଲୋଡ କରିବାକୁ ସବୁ ସ୍କୁଲକୁ ନିର୍ଦ୍ଦେଶ ଦିଆଯାଇଛି ।ଏହାସହ ଯେଉଁମାନେ ପ୍ରାକ୍ଟିକାଲ/ଇଣ୍ଟରନେଟ୍ ଆସେସମେଣ୍ଟ କରିନାହାନ୍ତି, ସେମାନଙ୍କୁ ତୁରନ୍ତ ଅନଲାଇନରେ ଆସେସମେଣ୍ଟ କରି ଜୁନ୍ ୨୮ ସୁଦ୍ଧା ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।କରୋନା ସମୟରେ ପିଲାମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସରକାର ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ଦେଶବ୍ୟାପୀ ବାତିଲ କରିଥିଲେ ।

Leave A Reply

Your email address will not be published.