ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ସ୍ଥାନାନ୍ତର ହେବେ ଭିଜିଲାନ୍ସ ନିର୍ଦ୍ଦେଶକ

0 155

ଭୁବନେଶ୍ୱର୭/୬(ଏସଏସନିୟୁଜ) କରୋନାରେ ଆକ୍ରାନ୍ତ ହୋଇ କଟକର ଅଶ୍ୱିନୀ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଉନ୍ନତ ଚିକିତ୍ସା ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ ଆଜି ଏୟାର ଆମ୍ବୁଲାନ୍ସରେ କୋଲକାତାର ଏକ ହସ୍‌ପିଟାଲ୍‌କୁ ନିଆଯିବ । ପାଣିଗ୍ରାହୀଙ୍କୁ ଇକ୍‌ମୋ ସପୋର୍ଟରେ ସେଠାକୁ ନେବାକୁ ୪ ଜଣିଆ ଟିମ୍‌. ଆସି ପହଞ୍ଚିଛନ୍ତି ।

Leave A Reply

Your email address will not be published.