କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ବିଜେପିସାଂସଦ

0 131

ଭୁବନେଶ୍ୱର,୨୦/୧୨(ଏସଏସନିଉଜ)କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ। ଧାନକିଣା ଦୁର୍ନୀତି ଓ ଚାଷୀସମସ୍ୟା ନେଇ ହସ୍ତକ୍ଷେପ ଲୋଡ଼ିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ସାଂସଦ ବସନ୍ତ ପଣ୍ଡା ପ୍ରତିକ୍ରିୟାରେ କହିଲେ ଖରିଫ ଋତୁରେ ୫.୫୪ ଲକ୍ଷ ଏକରଜମି ଭୂତଜମି ବୋଲି ଚିହ୍ନଟ ହୋଇଛିାଚାଷ ନ ହେଇ ଚାଷ ହୋଇଥିବା ରିପୋର୍ଟ କଲା କିଏ ବୋଲି ପ୍ରଶ୍ନ କଲେ ବସନ୍ତ। ୧୭୧୫ କୋଟିର ଏମ୍ଏସ୍ପି ସହାୟତା ପାଇବାକୁ ଷଡ଼ଯନ୍ତ୍ର ହୋଇଛି। ମଣ୍ଡି କର୍ମଚାରୀଙ୍କ ସହ ଅସାଧୁ ମେଣ୍ଟ କରାଯାଉଛି କହିଲେ ବସନ୍ତ ପଣ୍ଡା। ଅସାଧୁ ମେଣ୍ଟ କରି ଧାନ ବିକ୍ରି ପାଇଁ ଟୋକନ ହାତେଇ ଗଝଚ ଲୁଟ୍ ହେଉଛି କହିଲେ ବସନ୍ତା

Leave A Reply

Your email address will not be published.