ଦମ୍ପତିଙ୍କଠାରୁ ଲୁଟିଲେ୩ଲକ୍ଷ

0 114

ନୀଳଗିରି, ୨୦/୧୨(ଏସଏସନିଉଜ) ବନ୍ଧୁକ ଦେଖାଇ ଦମ୍ପତିଙ୍କ ଠାରୁ ଲୁଟିନେଲେ୩ଲକ୍ଷ ଟଙ୍କା । ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଭାଲୁକାଶୁଣି ଛକରେ ଲୁଟ୍ ହୋଇଛି। ବାଇକରେ  ୩ ଦୁର୍ବୃତ୍ତ ଆସି ଦମ୍ପତିଙ୍କଠାରୁ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତିାଖବରପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.