ଇଡ DMଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ଟେରା

0 181

ଭୁବନେଶ୍ୱର,୨୦/୧୨(ଏସଏସନିଉଜ) ଇଡକଲ DMଙ୍କ ଗୟା ସାଁତରାଙ୍କ ଅମାପ ସଂପତ୍ତି ଦେଖି ଭିଜିଲାନ୍ସ ଟେରାହୋଇଯାଇଛି। ଗୟା ସାଁତରାଙ୍କ ୧୬ଟି ବ୍ୟାଙ୍କ ଆକାଉଣ୍ଟ ଠାବ କରିଛି ଭିଜିଲାନ୍ସ। ୧୬ଟିରୁ ୪ଟି ଆକାଉଣ୍ଟ ଯାଞ୍ଚ ହେଉଥିବାବେଳେ୪ଟିରେ ରହିଛି ୩ କୋଟି। ଅନ୍ୟ ବ୍ୟାଙ୍କରେ ଥିବା ଆକାଉଣ୍ଟ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍ । ୟା ସାଁତରାଙ୍କ ୨ଟି ୪ ଚକିଆ ଓ ୪ଟି ୨ ଚକିଆ ଗାଡ଼ି ,ଗୋଟିଏ ହୁଣ୍ଡାଇ କ୍ରେଟା ଓ ଗୋଟିଏ ଗ୍ରାଣ୍ଡ ଆଇ ଟେନ୍ ଗାଡ଼ି ଠାବହୋଇଛି। ଏହାସହଭୁବନେଶ୍ୱର , ଯାଜପୁର ଓ ନୟାଗଡ଼ରେ ଥିବା ୧୩ଟି ପ୍ଲଟ ,୨ଟି ବହୁତଳ କୋଠା ମଧ୍ୟ ଠାବ କରିଛି ଭିଜିଲାନ୍ସା

Leave A Reply

Your email address will not be published.