କେନ୍ଦ୍ରାପଡା ରେ ପ୍ରଥମ କରୋନା ପଜିଟିପ୍ ଚିହ୍ନଟ , ରାଜ୍ୟରେ ୪୦ କୁ ବୃଦ୍ଧି

0 213

ଭୁବନେଶ୍ବର:୬/୪(ଏସଏସଏନ୍) କେନ୍ଦ୍ରାପଡାରେ ପ୍ରଥମ କରୋନା ପଜିଟିପ୍ ଚିହ୍ନଟ ହୋଇଛି ।ସେ ମାର୍ଚ୍ଚ ୨୪ରେ ଦୁବାଇରୁ ଆସିଥିଲେ। ତାଙ୍କ ବୟସ ୩୨ ବର୍ଷ । ଏହି ବ୍ୟକ୍ତି ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୪୦ କୁ ବୃଦ୍ଧି ପାଇଛି ।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Leave A Reply

Your email address will not be published.