କେନ୍ଦ୍ରର ‘ହାଫ୍’କୁ ରାଜ୍ୟର ‘ହାଫ୍

0 52

ଭୁବନେଶ୍ୱର,୧୮ା୧(ଏସଏସନିଉଜ)ଅଯୋଧ୍ୟାରେ ନବ ନିର୍ମିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ଦେଶରେ ଉତ୍ସାହର ଦେଖିବାକୁମିଳିଥିବାବେଳେ ଏହିଦିନ ହାଫ୍ ଡ଼େ’ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର ଓ ରାଜ୍ୟ ସରକାର। ଜାନୁଆରୀ ୨୨ତାରିଖ ଦିନ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ ଅପରାହ୍ନ ୨ଟା ୩୦ ଯାଏଁ ସମସ୍ତ ଅଫିସ୍ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବାନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିଭଳିଭାବେ ଓଡିଶା ସରକାର ଏହି ଦିନ ଅଧା ଦିନ ଛୁଟି ଘୋଷଣା କରିଛନ୍ତି।

Leave A Reply

Your email address will not be published.