ମନ୍ଦିରର ଗର୍ଭଗୃହରେ ପହଞ୍ଚିଲେ ରାମଲଲ୍ଲା

ଭୁବନେଶ୍ୱର,୧୮ା୧(ଏସଏସନିଉଜ) ଜାନୁଆରୀ ୨୨ତାରିଖରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମ୍ପନ୍ନ ହେବାକୁଯାଉଛି ।ଭଗବାନ ଶ୍ରୀରାମଙ୍କ ମୂର୍ତ୍ତି ନୃତ୍ୟ ମଣ୍ଡପରେ ପହଞ୍ଚିବାପରେ ପୁଜାର୍ଜନାକରାଯାଇ ବୈଦିକ ବିଧି ଅନୁଯାୟୀ ଗର୍ଭଗୃହରେ ମୂର୍ତ୍ତି ସ୍ଥାପନ କରାଯାଇଥିଲା। ରାମଲଲ୍ଲାଙ୍କ ଏହି ବାଳକ ମୂର୍ତ୍ତିକୁ ମହୀଶୂରର ଶିଳ୍ପୀ ଅରୁଣ ଯୋଗୀରାଜ ନିର୍ମାଣ କରିଛନ୍ତି । ଜାନୁଆରୀ ୨୨ ରେ ରାମ ମନ୍ଦିରରେ ‘ପ୍ରାଣ-ପ୍ରତିଷ୍ଠା’ ‘ସମାରୋହ’ ଅନୁଷ୍ଠିତ ହେବ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିବେ।

 

- Advertisement -

Leave A Reply

Your email address will not be published.