ଖରସ୍ରୋତାରୁ ମିଳିଲା ମୃତଦେହ

0 99

ଯାଜପୁର,୨୪।୩(ଏସ ଏସ ନିଉଜ)ଖରସ୍ରୋତାକୁ ଡେଇଁଥିବା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।NH-୧୬ ସାହାପୁର ବ୍ରିଜ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଭାସମାନ ଅବସ୍ଥାରେ ଦେଖି ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। କାଲି ସାହାପୁର ବ୍ରିଜ ନିକଟରୁ ଖରସ୍ରୋତାକୁ ଡେଇଁ ପଡ଼ିଥିଲେ।

Leave A Reply

Your email address will not be published.