ଜଙ୍ଗଲରେ ପଡିଛି ଯୁବକଯୁବତୀଙ୍କ ମୃତଦେହ

0 152

ମାଲକାନଗିରି,୨୪।୩(ଏସଏସ ନିଉଜ) ତମସା ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ୩ଦିନତଳୁ ଉଭୟ ନିଖୋଜ ଥିଲେ ।ବିଷପିଇ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ମାଲକାନଗିରି ପୋଲିସର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.