ଖୋଲିଲା ମନ୍ଦିର, ନାହାନ୍ତି ଭକ୍ତ

0 572

ସାକ୍ଷୀଗୋପାଳ,୭/୮(ଏସଏସନିୟୁଜ)ପୁରୀ ଜିଲ୍ଲାର ଦୁତୀୟ ବୈଷ୍ଠବ କ୍ଷେତ୍ର ଭାବେ ପରିଚିତ ସାକ୍ଷୀଗୋପିନାଥ ମନ୍ଦିର ଖୋଲିଛି ।କେବଳ ସ୍ଥାନୀୟ ଭକ୍ତମାନଙ୍କୁ ଛାଡିଦେଲେ ବାହାରଭକ୍ତମାନଙ୍କର ଦେଖା ନାହିଁ । ମନ୍ଦିର ପୁରା ଖାଁ ଖାଁ ଲାଗୁଛି ।ସେହିପରି ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତରେ ଥିବା ହରିସହଦେବ ମନ୍ଦିର ଖୋଲିଛି । ବିଶେଷ କରି ଗୋ ଦେବତା ଭାବେ ହରିସହଦେବ ଠାକୁର ବେଶ ଜଣାଶୁଣା ।ମାନସିକଧାରୀ ମାନେ ଚୁଡାଘଷା, କଦଳୀ ଚକଟା ସହିତଭାଙ୍ଗ ଭୋଗ କରିଥିବାର ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.