ଖୋର୍ଦ୍ଧା ଜିଲ୍ଲାରେ ସୋମବାରରୁ ଖୋଲିବ ମନ୍ଦିର

0 142

ଭୁବନେଶ୍ୱର,୬/୮(ଏସଏସନିୟୁଜ) ଖୋର୍ଦ୍ଧା ଜିଲ୍ଲାରେ ଦୀର୍ଘ ୩ ମାସ ଧରି ବନ୍ଦ ପଡ଼ିଥିବା ମନ୍ଦିର କରୋନା କଟକଣା ମଧ୍ୟରେ ସୋମବାର ଠାରୁ ଖୋଲିବ ।କୋଭିଡ ନୀୟମାନୁସାରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ଭକ୍ତମାନେ ଦର୍ଶନ କରିବେ । ଭକ୍ତ ମାନେ ମନ୍ଦିରରେ ଭୋଗ ଏବଂ ଦୀପ ଲଗାଇ ପାରିବେ ନାହିଁ କିମ୍ବା ମନ୍ଦିରରେ ଭୋଜନ ମଧ୍ୟ କରାଯାଇପାରିବେ ନାହିଁ । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମନ୍ଦିର ଆସନ୍ତା ସୋମବାର ଖୋଲୁଥିବା ବେଳେ ଭୁବନେଶ୍ୱରର ସମସ୍ତ ମନ୍ଦିର ପାଇଁ ବିଏମସି ନିଷ୍ପତି ନେବ ବୋଲି ଜଣାପଡିଛି ।

Leave A Reply

Your email address will not be published.