ଖୋର୍ଦ୍ଧା ଛାତ୍ର କେରଳ ଯିବେ

0 302

ଭୁବନେଶ୍ୱର,୨/୧୨- ରାଜ୍ୟସ୍ରରୀୟ ଶିଶୁବିଜ୍ଞାନ କଂଗ୍ରେସ ପ୍ରଭୁଜୀଇଂରାଜୀ ମିଡିୟମ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରୁ ୨୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସେମାନଙ୍କର ପ୍ରୋଜେକ୍ଟ ଉପସ୍ଥାପନ କରିଥିଲୋ ସେମାନଙ୍କ ମଧ୍ୟରୁ ଜାତୀୟ ଶିଶୁବିଜ୍ଞାନ କଂଗ୍ରେସରେ ଯୋଗଦେବା ପାଇଁ ମୋଟ ୨୬ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିଲୋ । ଖୋର୍ଦ୍ଧାଜିଲ୍ଲାରୁ ସରାକାରୀ ବିଜେପି ହାଇସ୍କୁଲର ଛାତ୍ର ଦିଲିପକୁମାର ପାତ୍ର , ଗଙ୍ଗପଡା ସରକାରୀ ଉଚ୍ଚବିଦ୍ୟାଳୟ ର ଛାତ୍ର ମହାବୀରପ୍ରସାଦ ମିଶ୍ର ଜାତୀୟ ଶିଶୁ ବିଜ୍ଞାନକଂଗ୍ରେସରେ ଯୋଗଦେବାକୁ ମନୋନୀତ ହୋଇ ଖୋର୍ଦ୍ଧାଶିକ୍ଷା ଜିଲ୍ଲା ପାଇଁଗର୍ବ ସାଜିଛନ୍ତି । ଆସନ୍ତା ୨୭ତାରିଖରେ କେରଳର ଥିରୁଆନ୍ତେପୁରମ୍ ରେ ହେବାକୁ ଥିବା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ଏହି ଛାତ୍ରମାନେ ଯୋଗଦେବେ ।

Leave A Reply

Your email address will not be published.