କିଏ ଏହି ପ୍ରିୟଙ୍କା , ଦିଦିଙ୍କୁ ଦେବ ଟକ୍କର

0 233

ଭୁବନେଶ୍ୱର,୧୦/୯(ଏସଏସନିୟୁଜ) ଦିଦିଙ୍କୁ ଟକ୍କର ଦେବେ ପ୍ରୀୟଙ୍କା । ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରୁ ଉପନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ମଇଦାନକୁ ଓହ୍ଲାଇଛନ୍ତି ବିଜେପିର ପ୍ରୀୟଙ୍କା ଟିବରେୱାଲ । ଟିଏମସି ପ୍ରାର୍ଥୀ ମମତାଙ୍କୁ ଟକ୍କର ଦେବେ ବିଜେପିର ହେଭି ୱେଟ୍ ନେତ୍ରୀ ୪୧ ବର୍ଷିୟା ପ୍ରୀୟଙ୍କା । ପ୍ରୀୟଙ୍କା ଟେବରୱାଲ ପୂର୍ବରୁ ବାବୁଲ ସୁପ୍ରୀୟଙ୍କ ଆଇନ୍ ପରାମର୍ଶ ଦାତା ରହିଥିବା ବେଳେ ସୁପ୍ରୀମକୋର୍ଟ ଓ କୋଲକାତା ହାଇକୋର୍ଟ ଆଇନଜୀବୀ ମଧ୍ୟ ରହିଛନ୍ତି । ତେବେ ପଶ୍ଚିମବଙ୍ଗରେ କଂଗ୍ରେସ ଟିଏମସିକୁ ସମର୍ଥନ କରିଥିବାରୁ ଭବାନୀପୁରରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିବାର ଦେଖିବାକୁ ମିଳିଛି ।ତେବେ ଭବାନୀପୁର ଆସନ ପାଇଁ ୩୦ ସେପ୍ଟେମ୍ବରରେ ମତଦାନ ହେବ ।

Leave A Reply

Your email address will not be published.