କୋରାପୁଟବାସୀଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

କୋରାପୁଟ,୩।୩(ଏସଏସ ନିଉଜ)କୋରାପୁଟବାସୀଙ୍କୁ ୧୬୦୦ କୋଟି ଟଙ୍କର ବିକାଶମୂଳକ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ lବିକ୍ରମ ଦେବ କଲେଜର ୭୫ ବର୍ଷ ପୂର୍ତ୍ତି ଅବସରରେ ଜୟପୁରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ଯୋଗଦେଲେ lବିକ୍ରମଦେବ କଲେଜର ୭୫ବର୍ଷ ପୂର୍ତ୍ତି ଅବସରରେ ସେ ମହାରାଜ ବିକ୍ରମଦେବଙ୍କୁ ନିଜର ଶ୍ରଦ୍ଧ‌ାଞ୍ଜଳି ଜ୍ଞାପନ କରିଥିଲେ l

- Advertisement -

Leave A Reply

Your email address will not be published.