ଉପ-ଜିଲ୍ଲାପାଳଙ୍କୁ ପିଟିଲେ ବାଲିମାଫିଆ

ବାଲେଶ୍ୱର,୩।୧(ଏସଏସ ନିଉଜ)ବାଲେଶ୍ୱର ଉପ ଜିଲ୍ଲାପାଳ କୁନାଲ ସୀତାରାମ ଚୌହ୍ୱାନଙ୍କୁ ପିଟିଲେ ବାଲିମାଫିଆ।ସହଦେବଖୁଣ୍ଟା ଥାନା ଦହପଡ଼ା ନିକଟରେ ଚେକିଂ ବେଳେ ଆକ୍ରମଣ ହୋଇଛି। ଉପଜିଲ୍ଲାପାଳଙ୍କ ସହ ତାଙ୍କ ଡ୍ରାଇଭରଙ୍କୁ ବି ନିସ୍ତୁକ ମାଡ଼ ହୋଇଛି। ଉଭୟ ଉପଜିଲ୍ଲାପାଳ ଓ ଡ୍ରାଇଭର ଆହତ ହୋଇ ବାଲେଶ୍ୱର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

- Advertisement -

Leave A Reply

Your email address will not be published.