କୋରାପୁଟ ,୨୮ା୨(ସଏସନିଉଜ)କୋରାପୁଟ-ଜଗଦଲପୁର ମଧ୍ୟରେ ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି ।ରେଳବିଭାଗ ଓ ବାଣିଜ୍ୟ ମୁଖ୍ୟପ୍ରବନ୍ଧକ କାର୍ୟ୍ୟାଳୟରୁ ଏହି ନିର୍ଦ୍ଦେଶ ଦିଆଯାଇଛି ।ଆସନ୍ତା୨ତାରିଖ ଯାଏଁ ବନ୍ଦ ରହିବ ରେଳ ସେବା ବୋଲି ଜଣାପଡିଛି ।

Prev Post
Next Post