ଡେରାସଫାର୍ମ ପରିଦର୍ଶନକଲେ ଆପିକଲଅଧକ୍ଷ

0 136

ମେଣ୍ଢାଶାଳ,୨୮।୨(ଏସଏସ ନିଉଜ)ଇପିକଲ ଅଧକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର ଡେରାସଠାରେ ଥିବା ଉଦ୍ୟାନ କୃଷିଫାର୍ମର ୧୦ଏକର ପରିମିତ ଜାଗାରେ ହୋଇଥିବା ପିଜୁଳି ଚାଷ, କଳାମିଚାରା ଉତ୍ପାଦନ କେନ୍ଦ୍ର, ମହୁଚାଷ ,ଛାୟାଗୃହରେ ଅମୃତଭଣ୍ଡା,କଦଳିଚାଷ ସହ ନୂତନ ଭାବେ କରାଯାଇଥିବା ସେଓ ଫଳ ଚାଷ,ସବୁଜଗୃହରେ ମୃତ୍ତିକା ବିହନ, ପନିପାରିବା ଚାରା ଉତପାଦନ କେନ୍ଦ୍ର ଆଦି ପରିଦର୍ଶନ କରିଥିଲେ।ଆପିକଲ ସହାୟତାରେ ୩୦ଜଣଙ୍କୁ ନେଇ ଚାଲିଥିବା କୃଷି ଉଦ୍ୟଗି ପ୍ରଶିକ୍ଷଣ ଉଦ୍ ଜାପାନୀ ଦିବସରେ ସଫଳ ଉଦ୍ୟୋଗୀ ହେବାପାଇଁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସହକାରୀ ଉଦ୍ୟନକୃଷି ନିର୍ଦେଶକ ଚିତରଂଜନ ସାହୁ,ଆପିକଲର ସ୍କିମ ଅଫିସର ସନ୍ତୋଷ ମିଶ୍ରଙ୍କ ସମେତ ବହୁ ଅଧିକାରୀମାନେ ଉପସ୍ଥିତ ଥିଲେ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.