କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

0 114

ବାଲେଶ୍ୱର, ୨୧।୮(ଏସଏସନିଉଜ) ବାଲେଶ୍ୱର ରେଳଷ୍ଟେସନରୋଡରୁ କୋଟିଏ ୧୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍ । ବ୍ରାଉନସୁଗାର ଡିଲ ବେଳେ ଛଦ୍ମବେଶରେ ଛକିରହିଥିବା ଏସଟିଏଫ୍ ଅଧିକାରୀମାନେ ୪ଜଣଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି ।ସେମାନେ ହେଲେ ବାଲେଶ୍ୱର ଅଞ୍ଚଳର ସେକ ଫୟାଜ, ସେକ ମୁରାଦ, ସେକ ସମସେଦ ଏବଂ ସମ୍ବିଦ ନାୟକ। ସେମାନଙ୍କୁ ଗିରଫ କରାଯିବା ପରେ କୋର୍ଟଚାଲାଣ କରିଛି ଏସଟିଏଫ୍ ।

 

Leave A Reply

Your email address will not be published.